Breaking PLUSଓଡ଼ିଶାମୁଖ୍ୟ ଖବର

ଗିରଫ ହେଲେ କୋଟିପତି ଏଆରଆଇ

ଭୁବନେଶ୍ୱର- ଗିରଫ ହେଲେ କୋଟିପତି ଏଆରଆଇ ସୁରେନ୍ଦ୍ର ତନ୍ତୀ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ତାଙ୍କୁ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ତହସିଲର କୁମୁଲି ସର୍କଲର ସହାୟକ ରାଜସ୍ୱ ନିରୀକ୍ଷକ ଓ ପ୍ରଭାରୀ ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ତନ୍ତୀଙ୍କୁ ଗିରଫ କରାଯାଇଛି ।

ଯାଂଚ ବେଳେ ତାଙ୍କର 3ଟି ବହୁମହଲା ବିଲ୍ଡିଂ, 17ଟି ପ୍ଲଟ,84ଲକ୍ଷ ବ୍ୟାଙ୍କ ଜମାରାଶି, 150 ଗ୍ରାମ ସୁନା, 1.55 ଲକ୍ଷ ନଗଦ କ୍ୟାସ, 3ଟି କାର ମିଳିଛି । ଯାହାର ସିଏ ସଠିକ୍ ଉତର ଦେଇପାରିନଥିଲେ ।

ଏଠାରେ ସୂଚନାଯୋଗ୍ୟ ଗତକାଲି ତନ୍ତୀଙ୍କର 8ଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଥିଲା । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଥିଲା ।

Show More

Related Articles

Back to top button