Breaking PLUSଓଡ଼ିଶାମୁଖ୍ୟ ଖବର

ସିଟି ଆଣ୍ଡ ଜିଏସଟି ଆସିଷ୍ଟାଣ୍ଟ କମିଶନର ଗିରଫ

ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ ଗିରଫ। ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ଗିରଫ । ସରକାରୀ ଟିକସ ହେରଫେର ଅଭିଯୋଗ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଶନିବାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବିନୟ ଭୂଷଣ ତ୍ରିପାଠୀଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଆଜି ତାଙ୍କୁ ବିନୟ ଭୂଷଣ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।

 

Show More

Related Articles

Back to top button