Breaking PLUSଓଡ଼ିଶାମୁଖ୍ୟ ଖବର

ଲିଫ୍ଟ ଦେଇ ଅପହରଣ ଓ ଲୁଟ୍ ଘଟଣାରେ ୩ ଗିରଫ

କଟକ: ଲିଫ୍ଟ ଦେଇ ଅପହରଣ ଓ ଲୁଟ୍ ଘଟଣାରେ ୩ ଗିରଫ  । ୩ ଅଭିଯୁକ୍ତଙ୍କୁ ଗିରଫ କଲା ଚୌଦ୍ବାର ଥାନା ପୋଲିସ  । ୩ ଅଭିଯୁକ୍ତଙ୍କ ନାଁରେ ଅଛି ଏକାଧିକ ମାମଲା, ବନ୍ଧୁକ ଓ କାର୍ ଜବତ  । ଜାନୁଆରୀ ୨୯ରେ କେନ୍ଦ୍ରାପଡ଼ା ଡିଇଓ ଅଫିସ କର୍ମଚାରୀଙ୍କୁ ଉଠାଇ ନେଇଥିଲେ  । ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ ପରେ ଅଧା ରାସ୍ତାରେ ଛାଡ଼ି ଦେଇଥିଲେ ।

Show More

Related Articles

Back to top button