Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ

କଟକ- କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖାଦେଇଛି । ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରାଯାଇଛି । ପିଣ୍ଡି ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରିଛି ଛତ୍ରବଜାର ପୂଜା କମିଟି ସଂପାଦକ । ଛତ୍ରବଜାର ବ୍ୟବସାୟୀ ସଂଘକୁ ପରିଚାଳନା ଦାୟିତ୍ବ ଦେବାକୁ ଦାବି ହୋଇଛି । ଟେଣ୍ଡର୍ ହେଲେ ପିଣ୍ଡିର ମୂଲ୍ୟ ବଢ଼ିବ, ବ୍ୟବସାୟୀ ଓ ଖାଉଟିଙ୍କ ଅସହ୍ୟ ହେବ । ସିଏମ୍‌ସି ଟେଣ୍ଡର୍ ପ୍ରକ୍ରିୟା ବନ୍ଦ ନ କଲେ ୨୮ ଓ ୨୯ରେ ଅର୍ବାନ ହାଟ ବନ୍ଦ ନିଷ୍ପତ୍ତି ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button