Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ କାଳୀପୂଜା ଭସାଣ ପାଇଁ ହେବ ସାଇଲେନ୍ସ ଜୋନ୍

ଭୁବନେଶ୍ୱର- କଟକରେ କାଳୀପୂଜା ଭସାଣ ପାଇଁ ହେବ ସାଇଲେନ୍ସ ଜୋନ୍  । ଦରଘା ବଜାର ଥାନା ସିଟି ହସ୍ପିଟାଲ ନିକଟରେ ହେବ ସାଇଲେନ୍ସ ଜୋନ୍  । ସୂଚନା ଦେଲେ ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂ  । କଟକ ସହରରେ ମୁତୟନ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ  । ସମ୍ବେଦନଶୀଳ ସ୍ଥାନରେ ହେବ ସ୍ବତନ୍ତ୍ର ବ୍ୟବସ୍ଥା  । ରୁଫ୍ ଟଫ୍ ପୋଲିସ ବ୍ୟବସ୍ଥା ସହ ଡ୍ରୋନ୍ ଓ ସିସିଟିଭି ନଜରରେ ରହିବ ସହର  । କେନ୍ଦ୍ରୀୟ ଫୋର୍ସ ବି ନିୟୋଜିତ ହେବେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button