Breaking PLUSଓଡ଼ିଶାମୁଖ୍ୟ ଖବର
ମାତିଛନ୍ତି ସାଇବର ଲୁଟେରା, ୧୬ ମାସରେ ଲୁଟିଲେଣି ୨୨୨ କୋଟି

ଭୁବନେଶ୍ୱର- ମାତିଛନ୍ତି ସାଇବର ଲୁଟେରା, ୧୬ ମାସରେ ଲୁଟିଲେଣି ୨୨୨ କୋଟି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୧୬ ମାସରେ ଘଟିଛି ୩୪୮୬ଟି ସାଇବର କ୍ରାଇମ୍ । ସାଇବର ଅପରାଧରେ ଗିରଫ ହୋଇଛନ୍ତି ୭୨୭, ୧୦୪ଙ୍କ ନାଁରେ ଚାର୍ଜସିଟ୍’ । ୬୧ ଲକ୍ଷ ୩୬ ହଜାର ଟଙ୍କା ଫେରସ୍ତ ପାଇଛନ୍ତି ଠକେଇରେ ଶିକାର ବ୍ୟକ୍ତି’ । ‘୬ କୋଟି ୭୪ ଲକ୍ଷ 9 ହଜାର ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ହୋଇଛି ଅଚଳ ।



