Breaking PLUSଓଡ଼ିଶାମୁଖ୍ୟ ଖବର
୨୮ ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପନେବା ସମ୍ଭାବନା

ଭୁବନେଶ୍ୱର- ଘନୀଭୂତ ହେଉଛି ଗଭୀର ଅବପାତ; ୨୪ ଘଣ୍ଟାରେ ବାତ୍ୟା ।୨୮ ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପନେବା ସମ୍ଭାବନା ରହିଛି । ମଛଲିପଟନମ ଓ କଳିଙ୍ଗପଟନମ ଭିତରେ ଲ୍ୟାଣ୍ଡଫଲ୍ କରିବ ।କାକିନାଡ଼ା ଆଖପାଖରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି । ୨୮ ସନ୍ଧ୍ୟାରୁ ରାତି ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁଲା ବେଳେ ୯୦ରୁ ୧୦୦ କିମି ବେଗରେ ପବନ ବହିବ । ବେଳେ ବେଳେ ପବନର ବେଗ ୧୧୦ କିମି ଛୁଇଁବ ।



