Breaking PLUSଓଡ଼ିଶାମୁଖ୍ୟ ଖବର

ଦଶପଲ୍ଲାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ; ୫ ମୃତ, ୪୦ରୁ ଊର୍ଦ୍ଧ୍ବ ଆହତ

ଦଶପଲ୍ଲା- ଦଶପଲ୍ଲାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଟାକେରା ନିକଟ ହନୁମାନଘାଟି ବୁଲାଣି ରାସ୍ତାରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବଡ଼ ପଥର ସହ ପିଟି ହେଲା ଟୁରିଷ୍ଟ ବସ୍  ।ଯାତ୍ରୀମାନେ ଛିଟିକି ପଡ଼ିବା ସହ ବସ୍ ତଳେ ଚାପି ହୋଇ ରହିଥିଲେ  । ଡ୍ରାଇଭରଙ୍କ ସମେତ ୫ ମୃତ, ମୃତକଙ୍କ ମଧ୍ୟରେ ୩ ମହିଳା ଆହତ ହୋଇଛନ୍ତି । ବ୍ରହ୍ମପୁରରୁ ବଲାଙ୍ଗିର ହରିଶଙ୍କର ବୁଲି ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button