ଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସାକ୍ଷାତକାରସ୍ୱତନ୍ତ୍ର

ରାୟପୁର ଗସ୍ତରେ ଦୌପ୍ରଦୀ ମୁର୍ମୁ

ରାୟପୁର: ରାୟପୁର ଗସ୍ତରେ ଦୌପ୍ରଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁ ବିଭିନ୍ନ ରାଜ୍ୟ ଗସ୍ତ କରି ସମର୍ଥନ ଲୋଡ଼ୁଥିବାବେଳେ ଆଜି ରାୟପୁରରେ ପହଞ୍ଚିଛନ୍ତି । ରାୟପୁରରେ ପହଞ୍ଚିବା ପରେ ଏୟାରପୋର୍ଟ ନିକଟରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସୂଚନା ଅନୁଯାୟୀ , ଦ୍ରୌପଦୀ ମୁର୍ମୁ ବିଜେପି ବିଧାୟକ ଓ ସାଂସଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟା ଣ କରିବେ। ଏପଟେ ଦୌପ୍ରଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ସୁହେଲଦେବ ଭାରତୀୟ ସମାଜ ପାର୍ଟି। ଏନେଇ ପାର୍ଟି ମୁଖ୍ୟ ଓପି ରାଜଭର ଏହା ଘୋଷଣା କରିଛନ୍ତି।

Show More

Related Articles

Back to top button