Breaking PLUSଓଡ଼ିଶାମୁଖ୍ୟ ଖବର

ଚିପିଲିମା ପାୱାର ଚ୍ୟାନେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର- ଚିପିଲିମା ପାୱାର ଚ୍ୟାନେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବଲାଙ୍ଗିରର ସୌରଭ ସମ୍ବିତ । ଭିମସାର ବଡ଼ ଡାକ୍ତରଖାନାକୁ ମାଆଙ୍କୁ ଚିକିତ୍ସା ପାଇଁ ଆଣିଥିଲେ ସୌରଭ । । ଗତ ଦୁଇଦିନ ହେଲା ନିଖୋଜ ଥିଲେ ସୌରଭ । ମାଆଙ୍କ ପାଖକୁ ପଠାଇଥିଲେ ଭାବବିହ୍ବଳ ମେସେଜ୍ । ଗତ ଦୁଇ ଦିନ ପୂର୍ବରୁ ସମ୍ବିତ ନିଖୋଜ ଥିଲେ ।

ସୂଚନା ଅନୁସାରେ ସୌରଭଙ୍କ ମା ଭୀମସାରେ ଚିକିତ୍ସାଧୀନ ଅଛନ୍ତି । ଏହି ସମୟରେ ସମ୍ବିତ କିନ୍ତୁ ନିଖୋଜ ଥିଲେ । ମା’ଙ୍କ ମୋବାଇଲକୁ ଭାବବିହ୍ୱଳ ମେସେଜ୍‌ ପଠାଇ ନିଖୋଜ ହୋଇଥିଲେ ସମ୍ବିତ । ଆଜି ପାୱାର ଚ୍ୟାନେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button