Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ୱର ନାଲ୍କୋ ଛକ ଏକ ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର- ଭୁବନେଶ୍ୱର ନାଲ୍କୋ ଛକ ଏକ ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର । ଗେଷ୍ଟହାଉସରୁ ମୃତଦେହ ଉଦ୍ଧାର କଲା ମୈତ୍ରୀବିହାର ଥାନା ପୋଲିସ ।ନାକରୁ ଫେଣ ଓ ପାଟିରୁ ରକ୍ତ ବାହାରୁଥିବାରୁ ବଢ଼ିଲା ସସ୍ପେନ୍ସ ।୨୦ ତାରିଖରେ ଧଉଳି ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ସ୍ତ୍ରୀ । ୧୯ ତାରିଖରୁ ଘରୁ ଆସିବା ପରେ ବିଳମ୍ବ ହେବ ଫୋନ କରି ଜଣାଇଥିଲେ । ମୃତକ ସ୍ତ୍ରୀ ଜଣେ ଯୁବତୀଙ୍କ ନାମରେ ଆଣିଲେ ହତ୍ୟା ଅଭିଯୋଗ । ସିସିଟିଭି ଯାଞ୍ଚ ଓ ସେହି ଯୁବତୀଙ୍କୁ ଧରିଲେ ସତ ସମ୍ନାକୁ ଆସିବ କହିଲେ ।



