Breaking PLUSଓଡ଼ିଶାମୁଖ୍ୟ ଖବର

କ୍ୟାପିଟାଲ ହସ୍ପିଟାଲର ଏକ୍ସରେ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, 27 ଫେବୃୟାରୀ – କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ  । ମୃତକଙ୍କ ନାଁ ହେଉଛି ପ୍ରଭାତ ମହାନ୍ତି । କ୍ୟାପିଟାଲ ହସ୍ପିଟାଲର ଏକ୍ସରେ ବିଭାଗର ଆଟେଣ୍ଡାଟ ଭାବରେ କାମ କରନ୍ତି  । ଗତକାଲି ତାଙ୍କର ରାତି ଡ୍ୟୁଟି ଥିଲା । ତେବେ ପ୍ରଭାତ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାର କାରଣ ଅସ୍ପଷ୍ଟ ରହିଛି । ଆଜି ମୃତ ପ୍ରଭାତଙ୍କର ହେବ ଶବ ବ୍ୟବଛେଦ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button