Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ- ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ । ଏଣିକି ପ୍ରଦୂଷଣ ସାର୍ଟିଫିକେଟ ନ ଦେଖାଇଲେ ଟାଙ୍କିରେ ତେଲ ମିଳିବନି । କେବଳ ଆମ୍ବୁଲାନ୍ସ,ଅଗ୍ନିଶମ ଓ ପୋଲିସ ବିଭାଗର ଗାଡିକୁ ମିଳିବ ରିହାତି । ୱାର୍କ ଫ୍ରମ ହୋମ ନିୟମ ସହ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍ । ୪ ଦିନ ଧରି ଦିଲ୍ଲୀରେ ବାୟୁର କ୍ବାଲିଟି ୪୦୦ରୁ ଅଧିକ ରହି ଆସିଛି ।



