Breaking PLUSଦେଶମୁଖ୍ୟ ଖବର

କେଜରିୱାଲଙ୍କ ଘୋଷଣା-ଛାଡିବେ ମୁଖ୍ୟମନ୍ତ୍ରୀ ପଦ

ନୂଆଦିଲ୍ଲୀ- ମୁଖ୍ୟମନ୍ତ୍ରୀ ପଦ ଛାଡିବେ ଅରବିନ୍ଦ କେଜ୍ରିଓ୍ବାଲ। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ସବୁ ଅଗ୍ନି ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛି। ମୁଁ ଏବଂ ସିସୋସିଆ ଜନତାଙ୍କ ପାଖକୁ ଯିବୁ। ଏବଂ ଜନତା ଯାହା ନିଷ୍ପତ୍ତି ନେବେ ତାହା ହେବ। ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେନି। ଏପରିକି ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନାହିଁ। ନିର୍ବାଚନ ଯାଏଁ ଆପ୍‌ର ଅନ୍ୟ ଜଣେ ନେତା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ରହିବେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button