Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ସାମ୍ନାକୁ ଆସିଲା ଆତଙ୍କୀ ଡାକ୍ତର ଉମରର ଭିଡିଓ

ନୂଆଦିଲ୍ଲୀ- ଦିଲ୍ଲୀ ବିସ୍ଫୋରଣ ମାମଲାରେ ସାମ୍ନାକୁ ଆସିଲା ଆତଙ୍କୀ ଡାକ୍ତର ଉମରର ଭିଡିଓ । ମାଷ୍ଟରମାଇଣ୍ଡ ଆତଙ୍କୀ ଡାକ୍ତର ଉମରର ବିସ୍ଫୋରଣ ପୂର୍ବର ଭିଡିଓ । ଭିଡିଓରେ ଆତ୍ମଘାତୀ ବିସ୍ଫୋରଣକୁ ସଠିକ୍ ଦର୍ଶାଉଛି । ଉମର ଭିଡିଓରେ ପ୍ରାଞ୍ଜଳ ଇଂରାଜୀରେ କହୁଛି । ଆତଙ୍କୀ ଉମର ଆତ୍ମଘାତୀ ବିସ୍ଫୋରଣ କନସେପ୍ଟକୁ ‘ଭୁଲ୍ ବୁଝାଯାଉଛି’ କହୁଛି ଉମର । ଯାହାକୁ ଆତ୍ମଘାତୀ ବିସ୍ଫୋରଣ କୁହାଯାଉଛି ତାହା ପ୍ରକୃତରେ ସହିଦ ଅଭିଯାନ କହୁଛି ।



