ଓଡ଼ିଶାଦେଶଦେଶ ବିଦେଶରାଜନୀତି

ପୃଥକ ଗୋର୍ଖାଲ୍ୟାଣ୍ଡ ପାଇଁ ଜୋର ଧରିଲା ଦାବି

କୋଲକାତା-2024 ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ତେଜିଲା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା । ଉତ୍ତର ବଙ୍ଗରେ ପୃଥକ ଗୋର୍ଖାଲ୍ୟାଣ୍ଡ ପାଇଁ ଜୋର ଧରିଛି ଦାବି । ଉତ୍ତର ବଙ୍ଗରେ 8ଟି ଆଞ୍ଚଳିକ ଦଳ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଏକାଠି ହୋଇଛନ୍ତି । ଏହି ଦଳଗୁଡିକ ୟୁନାଇଟେଡ ଫ୍ରଣ୍ଟ ଅଫ୍ ସେପାରେଟ୍ ଷ୍ଟେଟ ନାମରେ ଏକ ସଙ୍ଗଠନ ଖୋଲିଛନ୍ତି । ଦୁର୍ଗାପୂଜା ଉତ୍ସବ ପରେ ଏହି ସଙ୍ଗଠନ ସିଲିଗୁଡିରେ ଏକ ବିଶାଳ ରାଲି ଆୟୋଜନ କରି ନିଜର ଦାବି ରଖିବ । ଆଗାମୀ ଦିନରେ କୋଲକାତା ଓ ନୂଆଦିଲ୍ଲୀରେ ମଧ୍ୟ ସମାବେଶ କରାଯିବ ବୋଲି ଏହି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button