Breaking PLUSଦେଶମୁଖ୍ୟ ଖବର

ଦେଶରେ ହ୍ୟୁମାନ ମେଟାନ୍ୟୁମୋଭାଇରସ(ଏଚଏମପିଭି) ସଂକ୍ରମିତ ଚିହ୍ନଟ

ଦେଶରେ ହ୍ୟୁମାନ ମେଟାନ୍ୟୁମୋଭାଇରସ(ଏଚଏମପିଭି) ସଂକ୍ରମିତ ଚିହ୍ନଟ ହେବାପରେ ହିମାଚଳ ପ୍ରଦେଶରେ ସତର୍କତା ବଢାଇ ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଥଣ୍ଡା, କାଶ, ଜ୍ୱର ଏବଂ କଫ ଭଳି ଲକ୍ଷଣ ଥିବା ରୋଗୀଙ୍କର ଆରଟିପିସିଆର ପରୀକ୍ଷା କରିବାକୁ ସମସ୍ତ ଡାକ୍ତରଖାନାକୁ କହିଛି ସ୍ୱାସ୍ଥ୍ୟ ବିଭାଗ। ଏକ ସ୍ୱତନ୍ତ୍ର ଲ୍ୟାବ ଆରମ୍ଭ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି, ଯେଉଁଥିରେ ସଂକ୍ରମଣ ଚିହ୍ନଟ ନ ହେଲେ ଅନ୍ୟ ପରୀକ୍ଷା କରାଯିବ।

Show More

Related Articles

Back to top button