Breaking PLUSଦେଶମୁଖ୍ୟ ଖବର

ଫ୍ଲାଇଟ ଭଡା ବୃଦ୍ଧି ଉପରେ ସରକାରଙ୍କ ରୋକ

ନୂଆଦିଲ୍ଲୀ- ଫ୍ଲାଇଟ ଭଡା ବୃଦ୍ଧି ଉପରେ ସରକାରଙ୍କ ରୋକ । ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌ ଟିକେଟ ଦର ବୃଦ୍ଧି କରିଦେଇଛନ୍ତି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି। ବିମାନ କମ୍ପାନୀଗୁଡ଼ିକର ମନଇଚ୍ଛା ଟିକେଟ ବୃଦ୍ଧି ଉପରେ ବ୍ରେକ୍‌ ଲଗାଇଛନ୍ତି। ସରକାର ତ୍ଵରିତ ଭାବେ ଅଧିକତମ ଭଡ଼ା ସୀମା(କେୟାର କ୍ୟାପ) ଲାଗୁ କରିଛନ୍ତି। ସାର୍ବଜନିକ ହିତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଆଦେଶ ଜାରି କରାଯାଇଥିବା କୁହାଯାଇଛି। କୌଣସି ବିମାନ କମ୍ପାନୀ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ।

Show More

Related Articles

Back to top button