Breaking PLUSଓଡ଼ିଶାମୁଖ୍ୟ ଖବର

ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଗିରଫ

ଭୁବନେଶ୍ୱର- ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଗିରଫ । ୩ ଲକ୍ଷ ଟଙ୍କା ନେବା ଘଟଣାରେ ଗିରଫ କଲା ଭିଜିଲାନ୍ସ । ଟଙ୍କା ସହ ଧରାପଡ଼ିବା ପରେ ୫ଟି ସ୍ଥାନରେ ରେଡ୍‌ ହୋଇଥିଲା । ୨ଟି ବହୁତଳ କୋଠା, ୮ଟି ଦାମୀ ପ୍ଲଟ୍, ୨ଟି ୪ ଚକିଆ ମିଳିଥିଲା  । ୨୦ ଲକ୍ଷରୁ ଊର୍ଦ୍ଧ୍ବ ଜମା ଟଙ୍କାର ମଧ୍ୟ ସନ୍ଧାନ ମିଳିଥିଲା ।

Show More

Related Articles

Back to top button