Breaking PLUSଓଡ଼ିଶାମୁଖ୍ୟ ଖବର

୪ ଅପହୃତ ଯୁବକ ଅପହରଣ ମାମଲାରେ ଜଣେ ଅଟକ

ଦିଗପହଣ୍ଡି: ୪ ଅପହୃତ ଯୁବକ ଅପହରଣ ମାମଲାରେ ଜଣେ ଅଟକ । ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପିଙ୍କ ସୂଚନା  । ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଥିବା ଏସ୍‌ପିଙ୍କ ସୂଚନା  । ‘ଭୁବନେଶ୍ବରରୁ ଅପହରଣ କରି ଗଂଜାମରେ ଆଣି ରଖିଥିଲେ । ଋଣ କାରବାରକୁ ନେଇ ଅପହରଣ କରିଥିବା ଅଭିଯୋଗ ହୋଇଛି । ଜଣେ ଅପହୃତା ଦିଲ୍ଲୀର ଓ ୩ ଜଣ କଟକ ଅଞ୍ଚଳର । ୪ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ । ଲୋନ୍ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିବା ବେଳେ ଅପହରଣ । ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଉଥିଲେ । ଯୁବକଙ୍କୁ ଉଦ୍ଧାର ହୋଇଥିବା ସ୍ଥାନରୁ ନାଗ ସାପ ମଧ୍ୟ ଉଦ୍ଧାର ।

Show More

Related Articles

Back to top button