Breaking PLUSଓଡ଼ିଶାମୁଖ୍ୟ ଖବର

ଦୀଘା ମନ୍ଦିରରୁ ଶ୍ରୀଜଗନ୍ନାଥ ଧାମ ବୋର୍ଡ ହଟାଇବାକୁ ଦାବି

ଦୀଘା ମନ୍ଦିରରୁ ଶ୍ରୀଜଗନ୍ନାଥ ଧାମ ବୋର୍ଡ ହଟାଇବାକୁ ଦାବି। ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ପୁଣି ଥରେ ଦାବି ଉଠାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟାନାୟକ।

ଧାମ ଶବ୍ଦକୁ ନେଇ ବିବାଦ ଲାଗିରହିଛି । ପୂର୍ବରୁ ମଧ୍ୟ ସେ ଧାମ ଶବ୍ଦ ଉଠାଇବାକୁ ଦାବି କରିଥିଲେ । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଥିଲେ ।

Show More

Related Articles

Back to top button