Breaking PLUSଓଡ଼ିଶାମୁଖ୍ୟ ଖବର
SI ପରୀକ୍ଷା ସ୍କାମ୍: ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡ ଗିରଫ
ଭୁବନେଶ୍ୱର- SI ପରୀକ୍ଷା ସ୍କାମ୍ । ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡ ଗିରଫ ।ମାଷ୍ଟରମାଇଣ୍ଡ ବିରଞ୍ଚି ନାରୟଣ ନାୟକକୁ ଗିରଫ କଲା ସିବିଆଇ । ପାରଳାଖେମୁଣ୍ଡିରୁ ମାଷ୍ଟରମାଇଣ୍ଡକୁ ଉଠାଇ ଆଣିଥିଲା ସିବିଆଇ । ଏସଆଇ ସ୍କାମରେ ସିବିଆଇର ପ୍ରଥମ ଆକ୍ସନ ।



