Breaking PLUSଓଡ଼ିଶାମୁଖ୍ୟ ଖବର

ଡାକ୍ତର ଗୋପାଳ କରଙ୍କ ଦେହାନ୍ତ

ଭୁବନେଶ୍ୱର- ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କରଙ୍କ ଦେହାନ୍ତ  । କଟକ ପୁରୀଘାଟ ସ୍ଥିତ ବାସଭବନରେ ଗୋପାଳ କରଙ୍କ ପରଲୋକ ହୋଇଛି । ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ DMET ଭାବେ କାର୍ଯ୍ୟ କରିଥିଲେ ।

Show More

Related Articles

Back to top button