Breaking PLUSଓଡ଼ିଶାମୁଖ୍ୟ ଖବର

ଝାରସୁଗୁଡାରେ ଡବଲ ଏନକାଉଂଟର

ଝାରସୁଗୁଡ଼ାରେ  ଦୁଇ ଦୁଷ୍କର୍ମ ଅଭିଯୁକ୍ତ ପୁଲିସ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ କୋର୍ଟରେ ହାଜର କରିବାକୁ ନେବା ସମୟରେ ଏହି ଘଟଣା ଘଟିଥିବା ଉତ୍ତରାଞ୍ଚଳ ଆଇଜି ଏବଂ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ଵୟ ହେଳେ ସେଖ ଆସିଫ ଏବଂ ଅଭିଷେକ ବାରିକ। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button