Breaking PLUSଓଡ଼ିଶାମୁଖ୍ୟ ଖବର
୨ କଣ୍ଟେନର୍ ଧକ୍କାରେ ଡ୍ରାଇଭର ଗୁରୁତର

ଜଳେଶ୍ବର: ୨ କଣ୍ଟେନର ମଧ୍ୟରେ ଧକ୍କା ହୋଇ ଡ୍ରାଇଭର ଗୁରୁତର ହୋଇଛନ୍ତି |କଣ୍ଟେନର ପଛରୁ ଧକ୍କା ଦେଇଛି ଆଉ ଏକ କଣ୍ଟେନର ଫଳରେ ଏଭଳି ଦୁର୍ଘଟଣା ଘଟିଛି |ଦୁର୍ଘଟଣାଟି NH ୬୦ ର ଆମ୍ବିଳିଅଠା ଛକ ନିକଟରେ ଘଟିଛି |୨ କଣ୍ଟେନର ମଧ୍ୟରେ ଚାପି ହୋଇ ଡ୍ରାଇଭର ଅବସ୍ଥା ଗୁରୁତ୍ତର ଅଛି |କୁହୁଡି ପାଇଁ ଦୁର୍ଘଟଣାଟି ଘଟିଛି ବୋଲି ଜଣାପଡିଛି ଓ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି |