Breaking PLUSଓଡ଼ିଶାମୁଖ୍ୟ ଖବର
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ
ପୁରୀ- ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ । ଆପ୍ରନ ପିନ୍ଧି ଷ୍ଟେଥୋ ସ୍କୋପ୍ ପକାଇ ୭ ଦିନ ହେଲା ୱାର୍ଡ ବୁଲୁଥିଲେ । ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁ ନଥିଲେ । କମ୍ ବୟସର ହୋଇଥିବାରୁ ସନ୍ଦେହ କରିଥିଲେ ନର୍ସିଂ ଷ୍ଟାଫ୍ । ନର୍ସିଂ ଷ୍ଟାଫ୍ଙ୍କ ଅଭିଯୋଗ ପରେ ଗିରଫ କଲା ମେଡିକାଲ୍ ଫାଣ୍ଡି । ଗିରଫ ପୁରୀ ଏସ୍ସିଏସ୍ କଲେଜ ଯୁକ୍ତ ୨ ବିଜ୍ଞାନ ଛାତ୍ର ସୂଚନା ମିଳିଛି ।