Breaking PLUSଓଡ଼ିଶାମୁଖ୍ୟ ଖବର
ବର୍ଷା ପବନରେ ଭାଙ୍ଗିଲା ଦୁର୍ଗା ପୂଜା ତୋରଣ

ଭୁବନେଶ୍ୱର: ବର୍ଷା ପବନରେ ଭାଙ୍ଗିଲା ଦୁର୍ଗା ପୂଜା ତୋରଣ । ରସୁଲଗଡ଼ରେ ୩୦ ଫୁଟ୍ ଉଚ୍ଚର ଲାଇଟ୍ ତୋରଣ ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅପରାହ୍ନରେ ହୋଇଥିବା ବର୍ଷା ପବନରେ ଭାଙ୍ଗିଲା ତୋରଣ ।