Breaking PLUSଓଡ଼ିଶାମୁଖ୍ୟ ଖବର
ଦୁର୍ଗାପୁର ଲଜ୍ଜା: ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ

ଦୁର୍ଗାପୁର ଲଜ୍ଜା ମାମଲାରେ ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ । ରିମାଣ୍ଡ ଅବଧି ଶେଷ ପରେ ଦୁର୍ଗାପୁର କୋର୍ଟରେ ହାଜର ହେବେ । ଅଭିଯୁକ୍ତଙ୍କ TI ପ୍ୟାରେଡ୍ ପାଇଁ ଅନୁମତି ଦେଇପାରନ୍ତି କୋର୍ଟ । ଗତ ୧୦ରେ ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା ।


