Breaking PLUSଓଡ଼ିଶାମୁଖ୍ୟ ଖବର
ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ e-KYC ପ୍ରକ୍ରିୟା
ଭୁବନେଶ୍ୱର- ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ e-KYC ପ୍ରକ୍ରିୟା । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । e-KYC ପାଇଁ ବାହାର ରାଜ୍ୟକୁ ଯିବେ ଅଧିକାରୀ । ନିକଟରେ ଗୋଆକୁ ଯାଇ e-KYC କରାଇଛନ୍ତି । ଅନ୍ୟ ରାଜ୍ୟରେ ଥିବା ଲୋକଙ୍କ ପାଖକୁ ଯାଇ e-KYC କରାଯିବ । ବର୍ତ୍ତମାନ ସୁଦ୍ଧା ୮୫% e-KYC ସରିଲାଣି, ସମସ୍ତଙ୍କର ହେବ । ଏଯାବତ ୫୦ ଲକ୍ଷ ଲୋକ e-KYC କରି ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।