Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତ ଆସୁଥିବା ଆଫଗାନ୍‌ ନାଗରିକଙ୍କ ପାଇଁ ଇ-ଭିସା ଜରୁରୀ

ଏବେ ଆଫ୍‌ଗାନିସ୍ତାନରେ ଯେଉଁ ସୃଷ୍ଟି ହୋଇଥିବା ଅରାଜକତା ଯୋଗୁ ଦେଶ ଛାଡି ପଳାୟନ କରୁଛନ୍ତି ଲୋକେ। ଭାରତ ସମେତ ବିଭିନ୍ନ ନିଜ ନାଗରିକମାନଙ୍କ ସ୍ବତନ୍ତ୍ର ବିମାନ ଯୋ‌ଗେ ଦେଶକୁ ଫେରାଇ ଆଣୁଛନ୍ତି। ତେବେ ଏହି ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ଭାରତର ଗୃହ ମନ୍ତ୍ରଣାଳୟ।

ଗୃହ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନରୁ ଆସୁଥିବା ନାଗରିକଙ୍କ ପାଇଁ ଇ-ଭିସା ଜରୁରୀ। ଏଣିକି ଇ-ଭିସା ଭାରତ ଯାତ୍ରା କରିପାରିବେ ଆଫ୍‌ଗାନ ନାଗରିକ। କିଛି ରିପୋର୍ଟରୁ ଜଣାପଡ଼ିଛି ‌ଯେ କିଛି ନାଗରିକଙ୍କ ପାସପୋର୍ଟ ହଜିଯାଇଛି। ପୂର୍ବରୁ ସମସ୍ତ ଆଫଗାନିସ୍ତାନ ନାଗରିକଙ୍କୁ ଭିସା ଜାରି କରାଯାଇଥିଲା।

ତେବେ ଆଫ୍‌ଗାନିସ୍ତାନରୁ ଭାରତ ଆସୁଥିବା ନାଗରିକ ଏବେ ଇ-ଭିସା ପାଇଁ ଆବେଦନ କରିବେ ଏବଂ ଇ-ଭିସା ମିଳିବା ପରେ ସେମାନେ ଭାରତ ଆସିପାରିବେ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

Show More

Related Articles

Back to top button