Breaking PLUSଦେଶ ବିଦେଶମୁଖ୍ୟ ଖବର
		
	
	
ଚୀନରେ ୪.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
 
						ଚୀନରେ ଭୂକମ୍ପ ଝଟ୍କା ଅନୁଭୂତ । ଚୀନରେ ୪.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇ ବାହାରକୁ ଚାଲିଆସିଥିଲେ । ତେବେ ଭୂକମ୍ପର କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।
କାଳ ୬ଟା ୨୯ ଭୂକମ୍ପ ଅନୁଭୂତ ସୂଚନା । ପଶ୍ଚିମ ଚାଇନାରେ ଲାଗିଛି ଏହି ଭୂକମ୍ପର ଝଟକା ।
 
				 
					


