Breaking PLUSଦେଶମୁଖ୍ୟ ଖବର

ଜମ୍ମୁ କଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ

ଶ୍ରୀନଗର- ଜମ୍ମୁ-କାଶ୍ମୀରର ବାରମୁଲାରେ ମଙ୍ଗଳବାର ସକାଳେ ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।  ମିଳିଥିବା ସୂଚନାନୁଯାୟୀ, ବାରମୁଲାରେ ୨ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ଓ ୪.୮ ରେକର୍ଡ କରାଯାଇଛି । ପ୍ରଥମେ ରିକ୍ଟର ସ୍କେଲରେ ୪.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ୨ୟ ଥର ୪.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିରେ ଧନ ଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ ।

Show More

Related Articles

Back to top button