Breaking PLUSଓଡ଼ିଶାମୁଖ୍ୟ ଖବର

BISWA ଉପରେ ଇଡି ରେଡ୍‌

BISWA ଉପରେ ରେଡ୍‌ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା  । PMLA ଅନୁସାରେ ଓଡ଼ିଶା ଓ ଦିଲ୍ଲୀରେ ୪ଟି ସ୍ଥାନରେ ରେଡ୍‌ କରିଛି । EOW, ଓଡ଼ିଶା ପୋଲିସ, CBIରେ ହୋଇଥିବା FIR ଅନୁସାରେ ରେଡ୍‌ । ସଂସ୍ଥାକୁ କ୍ଷୀରୋଦ ମଲ୍ଲିକ ଚଳାଉଥିଲେ, ବେଆଇନ କାମ କରୁଥିଲେ  । ସାଧାରଣ ଲୋକଙ୍କ ଠାରୁ ଟଙ୍କା ଡିପୋଜିଟ୍‌ ଗ୍ରହଣ କରୁଥିଲେ  । RBI ଗାଇଡଲାଇନ ଅନୁସାରେ ଏହା ନିୟମ ବହିର୍ଭୂତ କାର୍ଯ୍ୟ  । ଏହି ଗ୍ରୁପ ନାଁରେ ୨ ଶହ କୋଟିରୁ ଊର୍ଦ୍ଧ୍ବ ବ୍ୟାଙ୍କ ଲୋନ ଠକେଇ ଅଭିଯୋଗ ହୋଇଛି । ରେଡ୍‌ ବେଳେ ୫୦୫ ବେନାମୀ ଆକାଉଣ୍ଟର ସନ୍ଧାନ ମିଳିଛି । ବେନାମୀ ୫୦୫ ଆକାଉଣ୍ଟରେ ଥିବା ୭୨ ଲକ୍ଷ ଫ୍ରିଜ୍‌ କରାଯାଇଛି  । ୧୦ ଲକ୍ଷ ଟଙ୍କା, ଅନେକ ସେଲ୍‌ ଡିଡ୍‌, ଚେକ୍‌ ବୁକ୍‌ ମଧ୍ୟ ଜବତ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button