Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ EDର ସମନ

ନୂଆଦିଲ୍ଲୀ-ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ EDର ସମନ ଜାରି କରିଛି । ମନି ଲଣ୍ଡରିଂ ମାମଲାରେ ହାଜର ହେବାକୁ EDର ସମନ କରିଛି ।  ୨୮ ତାରିଖରେ ହାଜର ହେବାକୁ ସମନ କଲା ED ।

ହାଇଦ୍ରାବାଦରେ ଏକ ରିଅଲ୍ ଇଷ୍ଟେଟ୍ ଠକେଇ ମାମଲାରେ ଟଲିଉଡ୍ ସୁପରଷ୍ଟାର ମହେଶ ବାବୁଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି। ହାଇଦ୍ରାବାଦର ଦୁଇଟି ରିଅଲ୍ ଇଷ୍ଟେଟ୍ ଗୋଷ୍ଠୀ କ୍ରେତାଙ୍କୁ ଠକିବା ଏବଂ ମନି ଲଣ୍ଡରିଂ କାର୍ଯ୍ୟରେ ଲିପ୍ତ ଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

Show More

Related Articles

Back to top button