Breaking PLUSଓଡ଼ିଶାମୁଖ୍ୟ ଖବର

ବଢିବନି ବିଜୁଳି ଦର

ଭୁବନେଶ୍ବର : ଚଳିତବର୍ଷ କୌଣସି ବିଦ୍ୟୁତ୍ ଦେୟ ବୃଦ୍ଧି ପାଇବ ନାହିଁ। ୨୦୨୫-୨୬ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିଛି। ଏଥିନେଇ ସୋମବାର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ପକ୍ଷରୁ ଏ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଘରୋଇ ଉପଭୋକ୍ତା ଅଧିକ ଦେୟ ଦେବେ ନାହିଁ। ବିଦ୍ୟୁତ୍ ଦର ଅପରବର୍ତ୍ତିତ ରହିବା ସହିତ ଘରୋଇ ଉପଭୋକ୍ତାଙ୍କଠାରୁ ସ୍ମାର୍ଟ ମିଟର ନାଁରେ ଘରୋଇ କମ୍ପାନୀ ଚଳାଇଥିବା ଶୋଷଣ ଉପରେ ଓଇଆରସି ଅଙ୍କୁଶ ଲଗାଇଛି।

Show More

Related Articles

Back to top button