Breaking PLUSଓଡ଼ିଶାମୁଖ୍ୟ ଖବର

କୂଅରେ ପଡ଼ି ହାତୀ ଛୁଆ ମୃତ

ରଣପୁର: ପାତେଳେଶ୍ୱର ଗାଁ ନିକଟ କୂଅରେ ପଡ଼ି ହାତୀ ଛୁଆ ମୃତ ।ମୃତ ହାତୀ ଛୁଆଟିର ବୟସ ପାଖାପାଖି ୪ ବର୍ଷ ହୋଇଥିବା ସୂଚନାମିଳିଛି । କୂଅରୁ ହାତୀର ମୃତଦେହ ଉଦ୍ଧାର କଲେ ରଣପୁର ବନାଞ୍ଚଳ କର୍ମଚାରୀ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button