Breaking PLUSଓଡ଼ିଶାମୁଖ୍ୟ ଖବର

ନାଳରେ ପଡିଛି ଦନ୍ତା ହାତୀର ମୃତଦେହ

ପାଲଲହଡ଼ା: ନାଳରେ ପଡ଼ି ରହିଛି ଦନ୍ତାହାତୀର ମୃତଦେହ। ସଇଡ଼ା ପଞ୍ଚାୟତ ବିଜୁସାହି ନିକଟ ନାଳରେ ଦନ୍ତାହାତୀର ମୃତଦେହ ପଡ଼ିଛି। ଦନ୍ତାହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button