Breaking PLUSଓଡ଼ିଶାମୁଖ୍ୟ ଖବର

ଦନ୍ତା ହାତୀର ରକ୍ତାକ୍ତ ମୃତଦେହ ଠାବ

ଭଞ୍ଜନଗର: ଦନ୍ତା ହାତୀର ରକ୍ତାକ୍ତ ମୃତଦେହ ଠାବ ହୋଇଛି । ମୁଜାଗଡ଼ ବନାଞ୍ଚଳ ବଣିଆପାଲି ସଂରକ୍ଷିତ ଜଙ୍ଗଲରେ ଠାବ ହୋଇଛି । ପାଟିରୁ ରକ୍ତ ବାହାରୁଥିବାରୁ ଶିକାରୀ ଗୁଳି ବାଜିଥିବା ସନ୍ଦେହ କରାଯାଇଛି । ପୋଷ୍ଟମର୍ଟମ ପରେ ସବୁ ସ୍ପଷ୍ଟ ହେବ ଡିଏଫ୍‌ଓ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button