Breaking PLUSଓଡ଼ିଶାମୁଖ୍ୟ ଖବର
ପୁଣି କୂଅରେ ପଡ଼ିଲା ହାତୀ ଛୁଆ

କଣ୍ଟାବାଞ୍ଜି: ପୁଣି କୂଅରେ ପଡ଼ିଲା ହାତୀ ଛୁଆ । ମୁରିବାହଲରେ ଲତାସହଡ଼ା ଗାଁର ଘଟଣା । ସ୍ଥାନୀୟ ଜଙ୍ଗଲରେ ଥିବା ଏକ କୂଅରେ ପଡ଼ିଛି ହାତୀ ଛୁଆ । ସ୍ଥାନୀୟ ଜଙ୍ଗଲ ୬୦ଟିକିଆ ହାତୀପଲ ଥିବା ସୂଚନା । ଗତ ୨ ଦିନ ତଳେ ମଧ୍ୟ କୂଅରେ ପଡ଼ିଥିଲା ହାତୀ ଛୁଆ ।



