Breaking PLUSଓଡ଼ିଶାମୁଖ୍ୟ ଖବର
ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର

ଭୁବନେଶ୍ବର : ଖଣ୍ଡଗିରି ଅଞ୍ଚଳରେ ଏକ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର କରିଛି ସ୍ବତନ୍ତ୍ର କ୍ରାଇମ୍ ୟୁନିଟ୍ । ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ ବୋଲି ପରିଚୟ ମିଳିଛି । ଏନକାଉଣ୍ଟର ସମୟରେ ତା ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ବିଭାଗ ।