Breaking PLUSଓଡ଼ିଶାମୁଖ୍ୟ ଖବର
ପାତ୍ରପୁରରେ ୩୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର

ଦିଗପହଣ୍ଡି: ପାତ୍ରପୁରରେ ୩୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର । ଆଙ୍କୁଲି, ବୁରାତାଲ, ତୁମ୍ବା ପଞ୍ଚାୟତର ୩୦୦ ଲୋକ ସ୍ଥାନାନ୍ତରିତ । ସ୍କୁଲ୍ ଓ କଲ୍ୟାଣମଣ୍ଡପରେ ୩୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର । ୯ ଗର୍ଭବତୀ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।



