Breaking PLUSଓଡ଼ିଶାମୁଖ୍ୟ ଖବର
କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ

ଭୁବନେଶ୍ୱର – କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ ।ଖୋର୍ଦ୍ଧା ଜିଲ୍ଲା ଜଟଣି ମ୍ୟୁନସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି ।
ଗତକାଲି ରେଡ୍ ବେଳେ ତାଙ୍କ ନିକଟରୁ ବିପୁଳ ସଂପତି ଠାବ ହୋଇଥିଲା । ଭୁବନେଶ୍ୱରରେ 4ଟି ଉଚ୍ଚମୂଲ୍ୟର ଫ୍ଲାଟ, ବ୍ରହ୍ମପୁରରେ 2ଟି ବହୁମହଲା ବିଲ୍ଡିଂ, 11ଟି ପ୍ଲଟ, 475 ଗ୍ରାମର ସୁନା ଅଳଙ୍କାର, 17ଲକ୍ଷ ନଗଦ ଟଙ୍କା, 90 ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି । ଯାହାର ସିଏ ସଠିକ ଉତର ଦେଇପାରିନଥିଲେ ।