Breaking PLUSଓଡ଼ିଶାମୁଖ୍ୟ ଖବର

ଛତରତାଣ୍ଡି ଜଙ୍ଗଲରୁ ବିସ୍ଫୋରକ ଜବତ

ବଲାଙ୍ଗିର: ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ ହୋଇଛି । ତୁରେକେଲା ଥାନା ଛତରତାଣ୍ଡି ଜଙ୍ଗଲରୁ ବିସ୍ଫୋରକ ଜବତ ହୋଇଛି । ସର୍ଚ୍ଚ ଅପରେସନ ବେଳେ ବଲାଙ୍ଗିର ପୋଲିସକୁ ବଡ଼ ସଫଳତା ମିଳିଛି ।ମାଟି ତଳୁ ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି । ମାଓବାଦୀ ଲୁଚାଇ ରଖିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ କରାଯାଉଛି ।

Show More

Related Articles

Back to top button