Breaking PLUSଦେଶମୁଖ୍ୟ ଖବର

ବ୍ରିଜ୍‌ ତଳୁ ବିସ୍ଫୋରକ ଜବତ କଲେ ଯବାନ

ଇମ୍ଫାଲ -ମଣିପୁରରେ ଏକ ବ୍ରିଜ୍‌ ତଳୁ ବିସ୍ଫୋରକ ଜବତ କଲେ ଯବାନ । ଇମ୍ଫାଲ-ଚୌରାଚୁନ୍ଦରପୁର ରାସ୍ତାରେ ୩.୬ କେଜିର ବିସ୍ଫୋରକ ଜବତ ହୋଇଛି । ବିସ୍ଫୋରକ ସହ ଅନ୍ୟ ସାମଗ୍ରୀ ଜବତ କଲା ଆସାମ ରାଇଫଲ୍ସ ।

Show More

Related Articles

Back to top button