Breaking PLUSଓଡ଼ିଶାମୁଖ୍ୟ ଖବର

୫ ବର୍ଷରେ ଓଡ଼ିଶାରୁ ୧୫୭ କେଜି ରତ୍ନପଥର ଉତ୍ତୋଳନ

ଭୁବନେଶ୍ୱର- ୫ ବର୍ଷରେ ଓଡ଼ିଶାରୁ ୧୫୭ କେଜି ରତ୍ନପଥର ଉତ୍ତୋଳନ ହୋଇଛି । ଗୃହରେ କଳିକେଶ ସିଂଦେଓଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଉତର ରଖିଛନ୍ତି । ରାଜ୍ୟରେ ୩ଟି ରତ୍ନପଥର ଖଣି କାର୍ଯ୍ୟକ୍ଷମ ରହିଛି । ୮ଟି ରତ୍ନ ପଥର ଖଣି ଖୋଳିବାକୁ ଅନୁମତି ନଥିବାରୁ ଖୋଳା ଯାଇନି ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button