Breaking PLUSଓଡ଼ିଶାମୁଖ୍ୟ ଖବର
ପୁଣି କିଟ୍ ସାମ୍ନାରେ ଧସ୍ତାଧସ୍ତି ପରିସ୍ଥିତି

ପୁଣି କିଟ୍ ସାମ୍ନାରେ ମଙ୍ଗଳବାର ଧସ୍ତାଧସ୍ତି ପରିସ୍ଥିତି ଦେଖାଦେଇଛି । କଂଗ୍ରେସ ସଂଖ୍ୟାଲଘୁ ସେଲ୍ର ବିକ୍ଷୋଭବେଳେ ବିକ୍ଷୋଭକାରୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।