Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ରହ୍ମପୁର ନକଲି ବିଦେଶୀ ମଦ କାରଖାନା ଠାବ, ୩ ଗିରଫ

ବ୍ରହ୍ମପୁର- ବ୍ରହ୍ମପୁରରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଥିବା ବେଳେ ୩ ଗିରଫ ହୋଇଛନ୍ତି । ଗାଡ଼ି ଯାଞ୍ଚ ବେଳେ ନକଲି ମଦ ଧରିଛି ଗୋଷାଣୀ ନୂଆଗାଁ ପୋଲିସ । ଜବତ ନକଲି ବିଦେଶୀ ମଦର ଲିଙ୍କ୍‌ ଖୋଜୁ ଖୋଜୁ ମିଳିଲା ଫ୍ୟାକ୍ଟ୍ରି  । ନିମଖଣ୍ଡି ଥାନା ଶ୍ରୀକ୍ଷେତ୍ର ବିହାରରେ ଚାଲିଥିଲ ନକଲି ବିଦେଶୀ ମଦ କାରଖାନା  । ସ୍ପିରିଟ୍ ସହ ମଦ ତିଆରିରେ ବ୍ୟବହୃତ ଅନ୍ୟ ସରଞ୍ଜାମ ଓ ସାମଗ୍ରୀ ଜବତ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button