କଟକ ଜଗତପୁରର ଏକ ଧୂପକାଠି କାରଖାନାରେ ଲାଗିଯାଇଛି ନିଆଁ । ପ୍ରାଥମିକ ସୂଚନା ଅନୁସାରେ, ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ ପରିମାଣର ଧୂପକାଠି ଓ କଂଚାମାଲ ନଷ୍ଟ ହୋଇଇଛି । ଅନ୍ୟ ଅଂଚଳକୁ ନିଆଁ ବ୍ୟାପିନାହିଁ । କମ୍ପାନୀ ଭିତରେ କିଛି କେମିକାଲ ଥିବାରୁ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଛି ।
Related Articles
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
January 6, 2026
Check Also
Close
-
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପJanuary 6, 2026


