Breaking PLUSଦେଶମୁଖ୍ୟ ଖବର

ବଜେଟରେ ପର୍ଯ୍ୟଟନ ଶିଳ୍ପକୁ ଫୋକସ୍

ଚଳିତ ବଜେଟ୍ ରେ ପର୍ଯ୍ୟଟନ ଶିଳ୍ପକୁ ଫୋକସ୍ କରାଯାଇଛି। ଡେଷ୍ଟିନେସନ୍ ଟୁରିଜିମ୍ କୁ ଅଧିକ ଗୁରୁତ୍ଵ ଦିଆଯିବ। ୫୦ଟି ଟୁରିଷ୍ଟ ସାଇଟ୍ ର ବିକାଶ କରାଯିବ। ମେଡିକାଲ ଟୁରିଜିମ୍‌କୁ ଅଧିକ ଗୁରୁତ୍ଵ ଦିଆଯିବ। ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେପଟେ ସହରାଞ୍ଚଳର ବିକାଶ ଲାଗି ଲାଗି ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୦୨୮ ସୁଦ୍ଧା ଜଳ ମିଶନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୧୧ ଗିଗା ଓ୍ବାଟ୍ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶ ହେବ। ମଡିଫାଏଡ ଉଡାଣ ସ୍କିମ୍ ଲାଗୁ ହେବ। ଆଉ ୪ କୋଟି ବିମାନ ଯାତ୍ରୀ ଯୋହି ହେବେ। ବିହାର ପାଟନାରେ ଏକ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର ନିର୍ମାଣ ହେବ।

Show More

Related Articles

Back to top button