Breaking PLUSଓଡ଼ିଶାମୁଖ୍ୟ ଖବର

ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟିର ରେଡ୍ ପରେ ଆକ୍ସନ୍‌

କଟକ: ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟିର ରେଡ୍ ପରେ ଆକ୍ସନ୍‌  । ଫୁଡ୍ ସେଫ୍ଟିର ରେଡ୍‌କୁ ନେଇ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା  । ବାରମ୍ବାର ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ଷ୍ଟଲ୍‌ ଉପରେ ହେବ ଆକ୍ସନ୍‌ । ବାରମ୍ବାର ଅପମିଶ୍ରଣ ଖାଦ୍ୟ ବିକ୍ରି ଧରାପଡ଼ିଲେ ଷ୍ଟଲ୍‌ ପକାଇବାକୁ ଅନୁମତି ମିଳିବନି । ଆସନ୍ତାବର୍ଷରୁ ଆଉ ଦୋକାନ ଖୋଲିବାକୁ ମିଳିବନି ଅନୁମତି । ଆଜି ୫୦ରୁ ଊର୍ଦ୍ଧ୍ବ ଷ୍ଟଲ୍‌ ଯାଞ୍ଚ ସହ ଗୋଟିଏ ଫୁଡ୍‌ ଷ୍ଟଲ୍‌କୁ ସିଲ୍‌ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button